ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳିଦେଲେ ଦୁର୍ବୃତ୍ତ

shyama

କୋଲକତା: ଜୋର ଧରିଛି ପ୍ରତିମୂର୍ତ୍ତି ଭଙ୍ଗା ରାଜନୀତି। ଦେଶର ବିଭିନ୍ନ ଯାଗାରେ ମୂର୍ତ୍ତି ଭଙ୍ଗାଯିବା ପରେ କୋଲାକତାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳି ଦିଆଯାଇଛି। କୋଲକତା କାଲିଘାଟ ଅଂଚଳରେ ଜନସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ କଳା ବୋଳାଯାଇଛି। ଯାହା ପରେ ଘଟଣାକୁ ନେଇ ତ୍ରୀବ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ପୋଳିସ ୭ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

Previous ArticleNext Article

Send this to a friend