ସଂଯୋଜକ ପଦରୁ ବିଦା ହୋଇପାରନ୍ତି କେଜ୍ରିୱାଲ: ଆପରେ କଳହ

kumar-vishwas

ନୂଆଦିଲ୍ଲୀ: କେଜ୍ରିୱାଲ ଛାଡି ପାରନ୍ତି ଆମ ଆଦମୀ ପାର୍ଟିର ସଂଯୋଜକ ପଦବି। ଏହାସହ ଆପ ନେତା କୁମାର ବିଶ୍ୱାସଙ୍କୁ ଏହି ପଦରେ ବସେଇବାକୁ ବହୁ ନେତା ଏବେ ଦାବି କରିଛନ୍ତି। କେଜ୍ରିୱାଲ୍‌ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ରା ଆଜି ଏଭଳି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଆଗାମୀ ଦିନରେ କେଜ୍ରିୱାଲଙ୍କ ସ୍ଥାନରେ ଅନ୍ୟ କେହି ଆପ ସଂଯୋଜକ ହୋଇପାରନ୍ତି ବୋଲି ସେ କହିଛନ୍ତି। ଦିଲ୍ଲୀ ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ଆମ ଆଦମୀ ପାର୍ଟିର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।

Previous ArticleNext Article

Send this to a friend