ମନୋହର ପାରିକରଙ୍କ ସମ୍ପର୍କରେ ଅଳ୍ପକିଛି

manohar-parikar

ଗୋଆରେ ଆଜି ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ମନୋହର ପାରିକର ଶପଥ ନେଇଛନ୍ତି। ତାଙ୍କ ସମ୍ପର୍କରେ ସମ୍ୟକ ସୂଚନା

୧-ଜନ୍ମ ୧୩ ଡିସେମ୍ବର ୧୯୫୫(ଗୋଆ)

୨-୧୯୭୮ରେ ବମ୍ବେ ଆଇଆଇଟିରେ ଇଂଜିନିରିଂ ଶିକ୍ଷା

୩-ପତ୍ନୀ ମେଧା ପାରିକର,ସନ୍ତାନସନ୍ତତି-୨

୪-ଯୁବାଅବସ୍ଥାରେ ଆରଏସଏସରେ ଯୋଗଦାନ

୫-୧୯୯୯ରେ ଗୋଆରେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ନିଯୁକ୍ତ

୬-୨୦୦୦ଠାରୁ ୨୦୧୪ ମଧ୍ୟରେ ୩ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ

୭-୨୦୧୨ରେ ସିଏନଏନ ଆଇବିଏନ ପକ୍ଷରୁ ଇଣ୍ଡିଆନ ଅଫ ଦି ଇୟର ପୁରସ୍କାର

୮-୨୦୧୪ରେ  ପ୍ରତିରକ୍ଷା ମନ୍ତ୍ରୀ

୯- ପ୍ରତିରକ୍ଷା ମନ୍ତ୍ରୀକାଳରେ ୨୦୧୬ରେ ପିଉକେ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

୧୦-୨୦୧୭ରେ ଘର ବାହୁଡ଼ା,ପୁଣି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ

Previous ArticleNext Article

Send this to a friend