ଚାଲିଗଲେ ଚର୍ଚ୍ଚିତ ମଡେଲ: ସଡ଼କ ଦୁର୍ଘଟଣା ନେଲା ସୋନିକାଙ୍କ ଜୀବନ

sonika-1

କୋଲକତା: ମୁମ୍ବାଇର ଚର୍ଚ୍ଚିତ ମଡେଲ ତଥା  ଟେଲିଭିଜନ କଳାକାର  ସୋନିକା ଚୌହାନଙ୍କ ଦୁର୍ଘଟଣାରେ ମ୍ୟୁତ୍ୟ ଘଟିଛି। ଏଥିସହ ତାଙ୍କ  ସହ ଥିବା ଅନ୍ୟ ଜଣେ କଳାକାର ବିକ୍ରମ ଚାଟାର୍ଜୀ ଗୁରୁତର ହୋଇଛନ୍ତି।   କାରରେ ଉଭୟେ ଦକ୍ଷିଣକୋଲକତାକୁ  ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୋନିକା ଜଣେ ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ହୋଇଥିବା ବେଳେ ସେ ଦୂରଦର୍ଶନର ଅନେକ କାର୍ଯ୍ୟକ୍ରମରେ ଆଙ୍କରିଂ କରଛନ୍ତି।

Previous ArticleNext Article

Send this to a friend