ପୁଣି ମୋଦିଙ୍କ ଟାର୍ଗେଟରେ ରାହୁଲ

modi_rahul

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମହାରାଜଗଞ୍ଜଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ କରିଛନ୍ତି। ବିଗତ ଦିନରେ ରାହୁଲ ଦେଇଥିବା ବୟାନକୁ ନେଇ ମେ।ଦି ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ପ୍ରଥମେ ରାହୁଲ ଆଳୁ ଫ୍ୟାକ୍ଟ୍ରି ତିଆରି କରିବାକୁ କହିଥିବା ବେଳେ ଏବେ ନଡିଆ ଜୁସ କଥା କହୁଛନ୍ତି ବେ।ଲି ମେ।ଦି କହିଛନ୍ତି।

ମୋଦି କହିଛନ୍ତି,“ତାଙ୍କୁ (ରାହୁଲ) ଜଣା ହେବା ଦରକାର ନଡିଆରୁ ଜୁସ୍‌ ହୋଇ ନ ଥାଏ। ନିଡିଆ ଭିତରୁ ପାଣି ବାହାରେ।”

ମଣିପୁରର ଏକ ରାଲିରେ ରାହୁଲ ଗାନ୍ଧି ନଡିଆ ଜୁସ ବୟାନ ଦେଇଥିଲେ।

Previous ArticleNext Article

Send this to a friend