ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କୁ ଅସଦାଚରଣ, ଭିଡିଓ ଭାଇରାଲ

ମୁମ୍ୱାଇ: ଚଳନ୍ତା ଟ୍ରେନ୍‌ରେ ହିନ୍ଦୀ ଫିଲ୍ମର ଦୃଶ୍ୟ ଦେଖିବାକୁ ମିଳିଛି। ଭିଲିଏନ୍ ଭଳି ମହିଳାଙ୍କ ସହ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ। ଥରେ କିମ୍ବା ଦୁଇ ଥର ନୁହେଁ ଦୁବୃର୍ତ୍ତ ଜଣକ ବାରମ୍ବାର ଟ୍ରେନ୍‌ରେ ମହିଳାଙ୍କୁ ଟଣାଓଟରା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଥାନେରୁ ଛତ୍ରପତି ଶିବାଜୀ ଟ୍ରର୍ମିନସ୍‌ ଯାଏଁ ଯାଉଥିବା ମୁମ୍ବାଇର ଏକ ଲୋକାଲ ଟ୍ରେନ୍‌ରେ।

ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ଉଦ୍ୟମ ଭଳି ସଙ୍ଗୀନ ମାମଲା ଲେଖାଯାଇଛି।

Previous ArticleNext Article

Send this to a friend