ବିଜୟ ସଙ୍କେତ ଦେଖାଇଲେ ମୋଦି

modi

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚାଲିଛି ଭୋଟ ଗଣତି। ତେବେ ଦିନ ବଢ଼ିବା ସହିତ ଏହି ଦୁଇଟି ରାଜ୍ୟରେ ବିଜେପି ଶାସନ କରିବ ବୋଲି ସ୍ପଷ୍ଟ ହୋଇସାରିଲାଣି। ସମ୍ପୂର୍ଣ୍ଣ ଫଳାଫଳ ଆସିବାକୁ ଆହୁରି ବିଳମ୍ବ ଥିଲେ ସୁଦ୍ଧା ଉଭୟ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ବିଜୟୋତ୍ସବ ଆରମ୍ଭ କରିଦେଲେଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରୁ ବାଦ ପଡ଼ିନାହାଁନ୍ତି। ଆଜି ସେ ସଂସଦରେ ପହଞ୍ଚିବା ପରେ ବିଜୟ ସଙ୍କେତ ଦେଖାଇଥିଲେ। କାରରୁ ଓହ୍ଲାଇ ହସ ହସ ମୁହଁରେ ‘V’ ସଙ୍କେତ ଦେଖାଇଥିଲେ।

Previous ArticleNext Article

Send this to a friend