ବରିଷ୍ଠ ସାମ୍ବାଦିକ ହେଲେ ଡିଡିସିଏ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀ ଡିସ୍‌ଟ୍ରିକ୍ଟ କ୍ରିକେଟ ଆସୋସିଏସନ (ଡିଡିସିଏ)ର ନୂଆ ଅଧିକ୍ଷ ହେଲେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା। ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ରଜତ ଶର୍ମା ସର୍ବାଧିକ ଭୋଟ ପାଇ ଅଧ୍ୟକ୍ଷ ପଦକୁ ନିର୍ବାଚିତ ହୋଇଥିଲେ। ସେହିପରି ରାକେଶ କୁମାର ବଂଶଲ ଉପଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନରେ ରଜତ ଶର୍ମାଙ୍କୁ ୫୪ ପ୍ରିତଶତ ଭୋଟ ମିଳିଥିବା ବେଳେ ରାକେଶ ବଂଶଲଙ୍କୁ ୪୮.୮୭ ଭୋଟ ପାଇଥିଲେ।

Previous ArticleNext Article

Send this to a friend