ଆମେରିକାକୁ ସୁରକ୍ଷା ଚିନ୍ତା: ବିମାନରେ ଲାପଟପ୍, ଆଇପଡ ମନା

flight

ୱାସିଂଟନ: ବିମାନ ଯାତ୍ରୀଙ୍କ ଉପରେ କଟକଣା। ସେମାନେ ଆଉ ଆଗଭଳି ସାଥିରେ  ଲାପଟପ୍, ଆଇପଡ ଏବଂ  କ୍ୟାମେରା ଭଳି ଇଲକ୍‌ଟ୍ରୋନିକ ସାମଗ୍ରୀ ନେଇ ପାରିବେ ନାହିଁ। ଏଭଳି କଟକଣା ଜାରି କରିଛି ଆମେରିକା।  ୟୁଏସକୁ ସିଧାସଳଖ ଯାତ୍ରା କରୁଥିବା ୧୦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି କଟକଣା ଲାଗୁ କରାଯାଇଛି । ଏହି ଦେଶ ଗୁଡ଼ିକ ହେଲା ଇଜିପ୍ଟ,ଜୋଡ଼ାନ, କୁଏତ, ମୋର୍କୋ, କତାର, ତୁର୍କୀ ଏବଂ ୟୁଏଇ(ୟୁନାଇଟେଡ ଆରବ ଏମିରେଟ। ଆମେରିକାର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦେକ୍ଷପ ନିଆଯାଇଥିବା ଜଣାପଡ଼ିଛି।

Previous ArticleNext Article

Send this to a friend