ସୁକମା ମାଓ ଆକ୍ରମଣ: ସହିଦଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି

ସୁକମା: ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇ ଥିବା ସହିଦ ଯବାନଙ୍କ ପରିବାରକୁ ମିଳିବ ୧ କୋଟି ଲେଖାଁଏ ପୁରସ୍କାର। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଘୋଷଣା କରିଛନ୍ତି। ଗତକାଲି ସୁକମାର ଭେଜା ଜଙ୍ଗଲରେ କମ୍ବିଂ ଅପରେଶନ ପାଇଁ ଯାଉଥିବା ଯବାନଙ୍କ ଉପରେ ମାଓବାଦୀମାନେ  ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ଯବାନ ସହିଦ ହୋଇଥିଲେ ଏବଂ ୪ ଜଣ ଆହତ ହୋଇଥିଲେ।

Previous ArticleNext Article

Send this to a friend