ଆତଙ୍କବାଦୀଙ୍କ କଲିଜା ଖାଇବା ପାଇଁ ଚାହାନ୍ତି ଏହି ରାଷ୍ଟ୍ରପତି

president

ମନୀଲା: ଆତଙ୍କବାଦୀଙ୍କ କାଲିଜା ଖାଇଦେବେ ବୋଲି କହିଛନ୍ତି ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ।

ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇ ସେ କହିଛନ୍ତି,“ଲୋକଙ୍କ ମୁଣ୍ଡ କାଟି ଦେଉଥିବା ମୁସ୍‌ଲିମ୍ ଆତଙ୍କବାଦୀଙ୍କ ଠାରୁ ମୁଁ ୫୦ ଗୁଣା ଅଧିକ କ୍ରୁର ହୋଇପାରିବି। ଯଦି କୌଣସି ଆତଙ୍କବାଦୀଙ୍କୁ ଜୀବିତ ଧରା ଯାଏ ତା’ହେଲେ ମୁଁ ସେମାନଙ୍କୁ ଖାଇ ମଧ୍ୟ ପାରିବି।”

କଟ୍ଟରପନ୍ଥୀମାନଙ୍କୁ ସେ ପଶୁ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଯଦି ତୁମେମାନେ ଚାହୁଁଛ ଯେ ମୁଁ ପଶୁ ପାଲଟିଯାଏ ତା’ହେଲେ ତାହା ବି ହୋଇପାରିବି।”

Previous ArticleNext Article

Send this to a friend