ଦେଶ ପାଳୁଛି ସହିଦ ଦିବସ; ମନେ ପକାଉଛି ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ

bhagat

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ। ୧୯୩୧ରେ ଆଜିର ଦିନରେ ଇଂରେଜମାନେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦେଶ ପାଇଁ ସହିତ ହୋଇଥିବା ଏହି ତିନି ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି। ସେ ଲେଖିଛନ୍ତି, ସେମାନଙ୍କ ବଳିଦାନ ଓ ସାହସକୁ ଦେଶ କେବ ଭୁଲି ପାରିବ ନାହିଁ।

 

Previous ArticleNext Article

Send this to a friend