ଡାଉନ୍‌ ରହିଛି ଟ୍ୱିଟ୍‌ର, ଏରର ଲେଖୁଛି

ନୂଆଦିଲ୍ଲୀ: ସାରା ବିଶ୍ୱରେ ବର୍ତ୍ତମାନ ଟ୍ୱିଟର ଡାଉନ ହୋଇଯାଇଛି। ଟ୍ୱିଟର ପେଜ୍‌ ଓପନ କଲେ ସେଥିରେ ଏରର ମେସେଜ ଆସୁଛି। ବୈଷୟୀକ ତ୍ରୁଟି ଯୋଗୁଁ ୱେବସାଇଟ୍‌ ସେବା ନଥିବା ଲେଖାଯାଉଛି। ବେଳେ ବେଳେ ଟ୍ୱିଟ୍‌ ହେଉଥିଲେ ମଧ୍ୟ ଆଉ ବେଳେ ବେଳେ ଏରର ମେସେଜ୍‌ ଲେଖୁଛି।

ସାଧାରଣତଃ ଟ୍ୱିଟର୍ ସେବା ବାଧାପ୍ରାପ୍ତ ହୋଇ ନଥାଏ। କିନ୍ତୁ ଆଜି ବୈଷୟିକ ତ୍ରୁଟି  ଯୋଗୁଁ ସାରାବିଶ୍ୱରେ ଟ୍ୱିଟର ସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Previous ArticleNext Article

Send this to a friend