ଆଉ ୮ ଖଣି ସଂପର୍କରେ ଆଲୋଚନା ପାଇଁ ଆଜି ବସିବ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି

ଭୁବନେଶ୍ୱର: ଖଣି ଶିଳ୍ପ ପାଇଁ ଖୁସି ଖବର। ୨୯ଟି ଖଣି ଚାଲୁ ପାଇଁ ନିର୍ଦ୍ଦେଶ ପରେ ପୁଣି ୮ଟି ଖଣି ଉପରେ ଆଲୋଚନା ପାଇଁ ଆଜି ବସୁଛି ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୮ଟି ଖଣି ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାରେ କମିଟି। ଏ ହେଉଛି ସେହି ଖଣିଗୁଡ଼ିକର ତାଲିକା। ଏଥିରେ ଅଛି ଜୋଡା ସର୍କଲର ଆର.ବି. ଦାସ ଆଇରନ ଓ ମାଙ୍ଗାନିଜ । ନିଜ ଖଣି, […]

khanee

khanee

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 01:35 AM IST

Sports

Latest News

ଭୁବନେଶ୍ୱର: ଖଣି ଶିଳ୍ପ ପାଇଁ ଖୁସି ଖବର। ୨୯ଟି ଖଣି ଚାଲୁ ପାଇଁ ନିର୍ଦ୍ଦେଶ ପରେ ପୁଣି ୮ଟି ଖଣି ଉପରେ ଆଲୋଚନା ପାଇଁ ଆଜି ବସୁଛି ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୮ଟି ଖଣି ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାରେ କମିଟି। ଏ ହେଉଛି ସେହି ଖଣିଗୁଡ଼ିକର ତାଲିକା। ଏଥିରେ ଅଛି ଜୋଡା ସର୍କଲର ଆର.ବି. ଦାସ ଆଇରନ ଓ ମାଙ୍ଗାନିଜ । ନିଜ ଖଣି, ତାରିଣୀ ପ୍ରସାଦ ମହାନ୍ତି ଆଇରନ୍ ଓ ମାଙ୍ଗାନିଜ, ତାରିଣୀ ମିନେରାଲର ଆଇରନ ଓର୍, ମାଲା ରାୟ ଆଣ୍ଡ ଅଦର୍ସ ଆଇରନ ଓ ମାଙ୍ଗ।ନିଜ୍, ଯାଜପୁର ସର୍କଲର ବି.ସି. ମହାନ୍ତି ଆଣ୍ଡ ସନସ୍ କ୍ରୋମାଇଟ୍, ସୁକିନ୍ଦାରେ ଥିବା ଟାଟାଷ୍ଟିଲର କ୍ରୋମାଇଟି ଖଣି, କୋଏଡା ସର୍କଲର ଗୀତାରାଣୀ ମହାନ୍ତି ଆଇରନ୍  ଓର୍ ଓ ପୁଟୁଲି ପାନିରେ ଥିବା ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଓର୍।  ସଂଶୋଧିତ ଏମଏମଡିଆର ଆକ୍ଟସ୍ ଅନୁସାରେ କ୍ୟାପଟିଭ୍ ଖଣିଗୁଡ଼ିକର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୩୦ ଏବଂ ନନ୍ କ୍ୟାପଟିଭ୍ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ ଯାଏଁ ବୃଦ୍ଧି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story