ରାତି ଅଧରେ ରେଡ୍‌: ୭ ଯୁବତୀ ଓ ୭ ଗ୍ରାହକ ଗିରଫ

କୋଣାର୍କ(ଓଡ଼ିଶା ରିପୋର୍ଟର): ରାତି ଅଧରେ ପୁରୀ-କୋଣାର୍କର ବିଭିନ୍ନ ହୋଟେଲ୍ ଓ ଲଜ୍‌ ଉପରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ୭ ଯୁବତୀଙ୍କ ସହ ୭ ଯୁବକଙ୍କୁ ପୋଲିସ୍ ଗିରଫ କରିଛି।

ନିମାପଡ଼ା SDPOଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।

.

Previous ArticleNext Article

Send this to a friend