୧୫ ବଖରା ଘର ପାଉଁଶ

ଚାନ୍ଦବାଲି,(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ନୂଆଗାଁରେ ଶନିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ୫ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ମଧ୍ୟାହ୍ନରେ ଗାଁର ରମେଶ ନାୟକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ଆହୁରି ଚାରୋଟି ପରିବାରର ଘରକୁ ମାଡ଼ି ଯାଇଥିଲା। ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ମାଡ଼ି ମାଡ଼ି ଚାଲିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ୧୫ ବଖରା ଘର ଛାରଖାର ହୋଇସାରିଥିଲା। ଲୋକଙ୍କର ଧାନ,ଚାଉଳ ଓ ଅନ୍ୟ ଆସବାବପତ୍ର ସବୁକିଛି ପୋଡ଼ି ଯାଇଥିଲା।

ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

Ordigital Desk
• Published: Saturday, 12 May 2018
• Updated: 12 May 2018, 04:19 PM IST

Sports

Latest News

ଚାନ୍ଦବାଲି,(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତର ନୂଆଗାଁରେ ଶନିବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ୫ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।

ମଧ୍ୟାହ୍ନରେ ଗାଁର ରମେଶ ନାୟକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ଆହୁରି ଚାରୋଟି ପରିବାରର ଘରକୁ ମାଡ଼ି ଯାଇଥିଲା। ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ମାଡ଼ି ମାଡ଼ି ଚାଲିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ୧୫ ବଖରା ଘର ଛାରଖାର ହୋଇସାରିଥିଲା। ଲୋକଙ୍କର ଧାନ,ଚାଉଳ ଓ ଅନ୍ୟ ଆସବାବପତ୍ର ସବୁକିଛି ପୋଡ଼ି ଯାଇଥିଲା।

ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos