ଦଳୀୟ ନବକଳେବର ପରେ ଆଜି କଂଗ୍ରେସର ପ୍ରଥମ ପିସିସି ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ନବକଳେବର ପରେ ଆଜି ପ୍ରଥମ ଥର ପାଇଁ ବସିଛି ପିସିସି ବୈଠକ। ନବ ନିର୍ବାଚିତ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଏହି ବୈଠକ ବସିଛିା ଏଥିରେ ସମସ୍ତ ବର୍ଗର କର୍ମୀଙ୍କ ସହ ଆଲୋଚନା କରାଯିବ। ବୈଠକ ପରେ ଯୁବ ଏବଂ ଛାତ୍ରଙ୍କ ସହ ପିସିସି ସଭାପତି ଆଲୋଚନା କରିବେ। ପରେ ମହିଳା ଏବଂ ସେବା କଂଗ୍ରେସ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକର୍ମ ରହିଛି। […]

vlcsnap-2018-04-22-12h41m01s920

vlcsnap-2018-04-22-12h41m01s920

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 12:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସର ନବକଳେବର ପରେ ଆଜି ପ୍ରଥମ ଥର ପାଇଁ ବସିଛି ପିସିସି ବୈଠକ। ନବ ନିର୍ବାଚିତ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଏହି ବୈଠକ ବସିଛିା ଏଥିରେ ସମସ୍ତ ବର୍ଗର କର୍ମୀଙ୍କ ସହ ଆଲୋଚନା କରାଯିବ।

ବୈଠକ ପରେ ଯୁବ ଏବଂ ଛାତ୍ରଙ୍କ ସହ ପିସିସି ସଭାପତି ଆଲୋଚନା କରିବେ। ପରେ ମହିଳା ଏବଂ ସେବା କଂଗ୍ରେସ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକର୍ମ ରହିଛି। ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ତୃଣମୂଳ ସ୍ତରରେ କର୍ମୀଙ୍କୁ ପୁଣି ଥରେ ଏକଜୁଟ୍ କରିବା ଏବଂ ଗୋଷ୍ଠୀ କନ୍ଦଳକୁ ଦୂର କରିବା ନେଇ ଏଥିରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ମିଳିଛି।  ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ ଜଣ ସାଧାରଣ ସଂପାଦକ, ଯୁଗ୍ମ ସଂପାଦକ ଏବଂ ସମସ୍ତ କାର୍ଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story