ଜୀବନ ନେଇଗଲା ବିଦ୍ୟୁତ ତାର

<p>କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଗୋଲେଖ ଦଳେଇ ଓ ଅମର ପ୍ରଧାନ।</p> <p>ଭୋର ପ୍ରାୟ ୪ଟା ବେଳେ ୨ଜଣ ମାଛ ଧରାଳି ପୋଖରୀରେ ପଶିଥିଲେ। ହେଲେ ସେମାନେ ଜାଣି ନଥିଲେ ସେଠାରେ ମୃତ୍ୟୁ ସେମାନଙ୍କ ବାଟ ଚାହିଁ ବସିଛି। ପୂର୍ବରୁ ପୋଖରୀ ଭିତରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ପ୍ରଥମେ ଗୋଲେଖ ବିଦ୍ୟୁତ ତାର ସଂସ୍ପର୍ଶ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଅମରଙ୍କ ମୃତ୍ୟୁ ଘଟିଥିଲା</p>

Ordigital Desk
  • Published: Wednesday, 28 March 2018
  • Updated: 28 March 2018, 09:07 AM IST
<p>କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର): ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଗୋଲେଖ ଦଳେଇ ଓ ଅମର ପ୍ରଧାନ।</p><p>ଭୋର ପ୍ରାୟ ୪ଟା ବେଳେ ୨ଜଣ ମାଛ ଧରାଳି ପୋଖରୀରେ ପଶିଥିଲେ। ହେଲେ ସେମାନେ ଜାଣି ନଥିଲେ ସେଠାରେ ମୃତ୍ୟୁ ସେମାନଙ୍କ ବାଟ ଚାହିଁ ବସିଛି। ପୂର୍ବରୁ ପୋଖରୀ ଭିତରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ପ୍ରଥମେ ଗୋଲେଖ ବିଦ୍ୟୁତ ତାର ସଂସ୍ପର୍ଶ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଅମରଙ୍କ ମୃତ୍ୟୁ ଘଟିଥିଲା</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos