ସହିଦ ସପ୍ତାହରେ ଆତ୍ମସମର୍ପଣ କଲେ ୨ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ସହିଦ ସପ୍ତାହରେ ମାଲକାନଗିରି ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଦୁଇ କ୍ୟାଡର୍‌ ନକ୍ସଲ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମୁକେଶ ଓ ରତ୍ନା।

ଏହି ଦୁଇ ଜଣ ନକ୍ସଲଙ୍କ ମିଲିଟାରୀ ପ୍ଲାଟୁନ୍‌ରେ କାମ କରୁଥିଲେ। ମୁକେଶ ନାଁରେ ୪ ଲକ୍ଷ ଓ ରତ୍ନା ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା। ଉଭୟ ପ୍ରାୟ ୪୦ଟି ନକ୍ସଲ ହିଂସାକାଣ୍ଡରେ ସାମିଲ ଥିଲେ।

Previous ArticleNext Article

Send this to a friend