ମାଉଜର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୨୦ଲକ୍ଷ ଟଙ୍କା  

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାରେ ବଡ଼ ଧରଣର ବ୍ୟାଙ୍କ୍ ଡକାୟତି ହୋଇଛି। ଅନୁଗୋଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଲୁଟେରାମାନେ ୨୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ୬ ଜଣ ଲୁଟେରା ବ୍ୟାଙ୍କ ଭିତରକୁ ପଶି ଆସି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକଙ୍କୁ ମାଉଜର ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଗୋଟିଏ ରୁମ୍ ବନ୍ଦ କରି ଦେଇଥିଲେ ଓ ସେମାନଙ୍କ ପାଖରୁ […]

anu

anu

Rakesh Mallick
  • Published: Friday, 06 April 2018
  • Updated: 06 April 2018, 12:23 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲାରେ ବଡ଼ ଧରଣର ବ୍ୟାଙ୍କ୍ ଡକାୟତି ହୋଇଛି। ଅନୁଗୋଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଲୁଟେରାମାନେ ୨୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଆଜି ସକାଳ ପ୍ରାୟ ୧୦ଟା ୩୦ ସମୟରେ ୬ ଜଣ ଲୁଟେରା ବ୍ୟାଙ୍କ ଭିତରକୁ ପଶି ଆସି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକଙ୍କୁ ମାଉଜର ଦେଖାଇ ଭୟଭୀତ କରିଥିଲେ। ପରେ ସେମାନଙ୍କୁ ଗୋଟିଏ ରୁମ୍ ବନ୍ଦ କରି ଦେଇଥିଲେ ଓ ସେମାନଙ୍କ ପାଖରୁ ମୋବାଇଲ ଫୋନ୍ ନେଇ ଯାଇଥିଲେ। ଏହାପରେ ଲୁଟେରାମାନେ ଲକର ଭାଙ୍ଗି ୨୦ ଲକ୍ଷରୁ ଅଧିକ ଟଙ୍କା ଓ ଗହଣା ଲୁଟି ନେଇଥିଲେ। ଅନୁଗୋଳ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos