‘ଏଇ ବର୍ଷ ହିଁ ସରିବ ୨୦୦ ନୂଆ ପୋଲ କାମ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟରେ ୨୦୦ଟି ନୂତନ ପୋଲ କାମ ଶେଷ କରାଯିବ। ଏଥିସହ ଆଗାମୀ ବର୍ଷରେ ୩୦୦ଟି ନୂତନ ପୋଲ ନିର୍ମାଣ ପାଇଁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୋଲ ନିର୍ମାଣ ପାଇଁ ଯେଉଁଭଳି ଭାବେ ବର୍ତ୍ତମାନ କାମ ଚାଲିଛି, ତାହାର […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 09:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟରେ ୨୦୦ଟି ନୂତନ ପୋଲ କାମ ଶେଷ କରାଯିବ। ଏଥିସହ ଆଗାମୀ ବର୍ଷରେ ୩୦୦ଟି ନୂତନ ପୋଲ ନିର୍ମାଣ ପାଇଁ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୋଲ ନିର୍ମାଣ ପାଇଁ ଯେଉଁଭଳି ଭାବେ ବର୍ତ୍ତମାନ କାମ ଚାଲିଛି, ତାହାର ଠିକ୍ ଭାବେ ତର୍ଜମା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story