ସରକାରଙ୍କ ଓଡ଼ିଆ ପ୍ରୀତି ଏମିତି: ୨୫% ଇଂଜିନିୟରିଂ ସିଟ୍‌ରେ ପଢ଼ିବେ ବାହାର ରାଜ୍ୟର ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡମିଶନ୍‌ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓଡ଼ିଶା ପ୍ରାଇଭେଟ୍‌ କଲେଜ ଇଞ୍ଜିନିୟରିଂ ଆସୋସିଏସନ୍‌ (ଓପେକା)ର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କାରଣ- ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ରଛାତ୍ରୀ […]

25 percent seats of state engineering colleges will be reserve for outside students

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 09:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଓଡ଼ିଆ ମାରଣ ନୀତି। ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ୫୦ ପ୍ରତିଶତ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ରେ ଏଣିକି ଆଡମିଶନ୍‌ କରିପାରିବେ ବାହାର ରାଜ୍ୟର ଛାତ୍ରଛାତ୍ରୀ। ଓଡ଼ିଶା ପ୍ରାଇଭେଟ୍‌ କଲେଜ ଇଞ୍ଜିନିୟରିଂ ଆସୋସିଏସନ୍‌ (ଓପେକା)ର ଆବେଦନ ଅନୁସାରେ ଏଭଳି ନିଷ୍ପତ୍ତି ନେଇଛି ଦକ୍ଷତା ବିକାଶ ବିଭାଗର ପଲିସି ପ୍ଲାନିଂ ବଡ଼ି। ତେବେ ଏହି ନିଷ୍ପତ୍ତିକୁ ଓଡ଼ିଆ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କାରଣ- ଏହାଦ୍ୱାରା ରାଜ୍ୟର ଗରିବ ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ଆଡମିଶନ ପାଇବାରୁ ବଞ୍ଚିତ ହେବେ ବୋଲି ସେମାନେ ଯୁକ୍ତି ରଖିଛନ୍ତି।

ଦୁଇବର୍ଷ ତଳେ ଓପେକାର ଅନୁରୋଧକୁ ସେତେବେଳେ ବୈଷୟିକ ଶିକ୍ଷା ସଚିବ ଅଗ୍ରାହ୍ୟ କରିଦେଇଥିଲେ। ତେବେ ହଠାତ୍ କାହିଁକି ସରକାର ମନ ପରିବର୍ତ୍ତନ କଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥହାନୀ ହୋଇପାରେ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ଏଭଳି ଆଶଙ୍କାକୁ ଓପେକା ଖଣ୍ଡନ କରିଛି। ରାଜ୍ୟ ଘରୋଇ କଲେଜ ଗୁଡିକର ଅଧାରୁ ଅଧିକ ସିଟ୍ ଖାଲି ପଡୁଛି। ତେଣୁ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀ ଆଦୌ ପ୍ରଭାବିତ ହେବିନି ବୋଲି ଓପେକା ସଂପାଦକ ବିନୋଦ କୁମାର ଦାସ ଯୁକ୍ତି ରଖିଛନ୍ତି।

ରାଜ୍ୟରେ ଥିବା ୮୦ଟି ଇଂଜିନୟରିଂ କଲେଜରେ ପ୍ରାୟ ୩୫ ହଜାର ସିଟ୍ ରହିଛି। ତେବେ ସାଧାରଣ ବର୍ଗ ପିଲାଙ୍କ ଲାଗି ଉଦ୍ଦିଷ୍ଟ ୨୫ ପ୍ରତିଶତ ସିଟ୍ କାଟି ଦିଆଯିବା ଦ୍ୱାରା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଭଲ କଲେଜରେ ପଢ଼ିବାରୁ ବଞ୍ଚିତ ହେବେ ନାହିଁ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story