କଳା ତାଲିକାରେ ଚଢ଼ିଲେ ଓଡ଼ିଶାର ୨୮୯ ଏନ୍‌ଜିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶତାଧିକ ସ୍ୱେଚ୍ଛାସେବୀ ସଂସ୍ଥା (ଏନ୍‌ଜିଓ)ଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍ନାଲ୍‌ ଦେଇଛି। ଅନୁଦାନ ଅର୍ଥ ହେର୍‌ଫେର୍‌କୁ ନେଇ ତନାଘନା ପରେ ପ୍ରକାଶ ପାଇଛି ଖରାପ ଏନ୍‌ଜିଓଙ୍କ ତାଲିକା। ଦେଶର ୯୨୪ଟି ଏନ୍‌ଜିଓ କଳା ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯ଟି। ଏ ସବୁ ସଂସ୍ଥା ଗୁଡ଼ିକର କୌଣସି ଅଫିସ୍ ଠିକଣା ନାହିଁ ବୋଲି କାରଣରେ ଦର୍ଶାଯାଇଛି। କେବଳ କାଗଜ କଲମରେ ଚାଲିଛି […]

289 ngo black listed in odisha

289 ngo black listed in odisha

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 09:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଶତାଧିକ ସ୍ୱେଚ୍ଛାସେବୀ ସଂସ୍ଥା (ଏନ୍‌ଜିଓ)ଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରେଡ୍ ସିଗ୍ନାଲ୍‌ ଦେଇଛି। ଅନୁଦାନ ଅର୍ଥ ହେର୍‌ଫେର୍‌କୁ ନେଇ ତନାଘନା ପରେ ପ୍ରକାଶ ପାଇଛି ଖରାପ ଏନ୍‌ଜିଓଙ୍କ ତାଲିକା। ଦେଶର ୯୨୪ଟି ଏନ୍‌ଜିଓ କଳା ତାଲିକାଭୁକ୍ତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ରହିଛି ସର୍ବାଧିକ ୨୮୯ଟି। ଏ ସବୁ ସଂସ୍ଥା ଗୁଡ଼ିକର କୌଣସି ଅଫିସ୍ ଠିକଣା ନାହିଁ ବୋଲି କାରଣରେ ଦର୍ଶାଯାଇଛି। କେବଳ କାଗଜ କଲମରେ ଚାଲିଛି ଅନେକ ଏନ୍‌ଜିଓ। ଓଡ଼ିଶାର ଢେଙ୍କାନାଳ, ନୟାଗଡ଼ ଓ କୋରାପୁଟ ସମେତ ଅନ୍ୟ କେତେକ ଜିଲ୍ଲାରେ ଥିବା ଅନେକ ଏନଜିଓଙ୍କୁ ଖରାପ ତାଲିକାଭୁକ୍ତ କରାଯାଇଛି। ଏଗୁଡ଼ିକ ମଧ୍ୟକୁ କିଛି ସଂସ୍ଥାକୁ କଳାତାଲିକା ଭୁକ୍ତ କରାଯାଇଥିବା ବେଳେ ଆଉ କିଛି ସଂସ୍ଥା ଏହି ପ୍ରକ୍ରିୟାରେ ଅଛନ୍ତି। ସେହିପରି ଆଉକିଛି ସଂସ୍ଥାର ଆର୍ଥିକ ଅନୁଦାନକୁ ବନ୍ଦ କରାଯାଇଛି।

କେନ୍ଦ୍ରର ଏହି ନିୟମାବଳୀ ଅନୁସାରେ, ଏନ୍‌ଜିଓ ଗୁଡ଼ିକୁ ଖରାପ ତାଲିକାଭୁକ୍ତ କରାଯାଇଛି। କୌଣସି ଏକ ମନ୍ତ୍ରଣାଳୟ ଦ୍ୱାରା କଳାତାଲିକା ଭୁକ୍ତ ହୋଇଥିବା ଏନ୍‌ଜିଓ, ଖରାପ ପ୍ରଦର୍ଶନ ପାଇଁ ଆର୍ଥିକ ଅନୁଦାନ ବନ୍ଦ ରଖା ଯାଇଥିବା ସଂସ୍ଥା, ଖିଲାପକାରୀ ଓ ଦର୍ପଣ ପୋର୍ଟାଲ୍‌ରେ ପଞ୍ଜିକୃତ ହୋଇନଥିବା ଏନ୍‌ଜିଓ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଅନେକ ସଂସ୍ଥା ବିଦେଶ ଓ କେନ୍ଦ୍ରଠାରୁ କୋଟି କୋଟି ଟଙ୍କାର ଅନୁଦାନ ଆଣୁଥିଲେ ମଧ୍ୟ ତା’ର ସଦୁପଯୋଗ କରୁନଥିବା ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ନେଇ ପୂର୍ବରୁ ପ୍ରାୟ ୧ ହଜାର ଏନ୍‌ଜିଓକୁ କଳା ତାଲିକାଭୁକ୍ତ କରିଥିଲା କେନ୍ଦ୍ର। ତେବେ ଅନୁଦାନ ଆଣୁଥିବା ଏନ୍‌ଜିଓଙ୍କ କାର୍ଯ୍ୟକଳାପକୁ କିପରି ଅନୁଧ୍ୟାନ କରାଯାଇ ପାରିବ, ତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story