ମଝିଦାଣ୍ଡରେ ଜଣଙ୍କୁ ପିଟିଲେ ୩ ଯୁବତୀ

<p>ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ଓଷଙ୍ଗରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ମଝିଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ୩ ଜଣ ଝିଅ ବ୍ୟକ୍ତି ଜଣଙ୍କୁ ପିଟିଛନ୍ତି।</p> <p>ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି।</p>

Ordigital Desk
  • Published: Saturday, 12 May 2018
  • Updated: 12 May 2018, 05:42 PM IST

Sports

Latest News

<p>ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ପଟ୍ଟାମୁଣ୍ଡାଇ ଓଷଙ୍ଗରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଆ ସନ୍ଦେହରେ ମଝିଦାଣ୍ଡରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ୩ ଜଣ ଝିଅ ବ୍ୟକ୍ତି ଜଣଙ୍କୁ ପିଟିଛନ୍ତି।</p><p>ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos