ଦେବରାୟ କଲେଜରେ ଅଣଛାତ୍ରଙ୍କ ଗୁଣ୍ଡାରାଜ, ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଦେବରାୟ କଲେଜରେ ଅଣଛାତ୍ରଙ୍କ ଗୁଣ୍ଡାରାଜ। ଯୁକ୍ତ ତିନିର ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି କଲେଜ ଭିତରେ ତୁମୁଳ କାଣ୍ଡ ଘଟିଛି। ସିସିଟିଭିରେ କଏଦ ହୋଇଛି ପୂରା ଘଟଣା। ଯୁକ୍ତତିନିର ପ୍ରଥମ ବର୍ଷର ଛାତ୍ର ଅଣାଛାତ୍ରଙ୍କୁ କଲେଜ ଭିତରକୁ ଆଣି ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଙ୍କ ସହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ଫଳରେ ତିନିଜଣ ଛାତ୍ର ଆହତ ହୋଇ କ୍ୟାପିଟାଲ ହସସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସୂଚନା ଅନୁସାରେ ଗତ ଦୁଇଦିନ ତଳେ […]

devraj college

devraj college

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 10:53 PM IST

ଭୁବନେଶ୍ୱର: ଭୁବନେଶ୍ୱର ଦେବରାୟ କଲେଜରେ ଅଣଛାତ୍ରଙ୍କ ଗୁଣ୍ଡାରାଜ। ଯୁକ୍ତ ତିନିର ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି କଲେଜ ଭିତରେ ତୁମୁଳ କାଣ୍ଡ ଘଟିଛି। ସିସିଟିଭିରେ କଏଦ ହୋଇଛି ପୂରା ଘଟଣା। ଯୁକ୍ତତିନିର ପ୍ରଥମ ବର୍ଷର ଛାତ୍ର ଅଣାଛାତ୍ରଙ୍କୁ କଲେଜ ଭିତରକୁ ଆଣି ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଙ୍କ ସହ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ଫଳରେ ତିନିଜଣ ଛାତ୍ର ଆହତ ହୋଇ କ୍ୟାପିଟାଲ ହସସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି।

ସୂଚନା ଅନୁସାରେ ଗତ ଦୁଇଦିନ ତଳେ ଯୁକ୍ତ ତିନି ଫାଇନାଲ ଇଅରରେ ପଢୁଥିବା ଜଣେ  ଛାତ୍ରଙ୍କ ଉଭଣୀଙ୍କୁ କମେଣ୍ଟ ମରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ନୟାପଲ୍ଲୀ ଥାନାରେ ଏତଲା ମଧ୍ୟ ହୋଇଥିଲା। ତେବେ ଆଜି ଅଭିଯୋଗ କରିଥିବା ଛାତ୍ରଙ୍କୁ ମାଡ ମରାଯାଇଥିବା ବେଳେ କଲେଜ ପରିସର ଲଙ୍କାକାଣ୍ଡ ପରିସ୍ଥିତି ଉପୁଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos