ପୁଣି ଅଜଣା ଜନ୍ତୁ ମାରିଲା ୩ ମେଣ୍ଢା

DQVgszmUEAAkm1J

କଟକ: କଟକ ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ କାଳିଆଘାଇ ଘୋଡ଼ାଟିକିଲି ଗାଁରେ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଅଜଣା ଜନ୍ତୁ ଆକ୍ରମଣରେଏହି  ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଗତ ୩ ତାରିଖରେ ବି ଉକ୍ତ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

 

Previous ArticleNext Article

Send this to a friend