ଏବେଠୁ ସାରିଦିଅନ୍ତୁ କାରବାର: ୧୨ରୁ ୪ ଦିନ ଧରି ବ୍ୟାଙ୍କ ଛୁଟି

ଭୁବନେଶ୍ୱର: ଆଗକୁ ଲଗାତାର ୪ ଦିନ ଧରି ବ୍ୟାଙ୍କ ଛୁଟି ରହିବ। ତେଣୁ ଏହା ପୂର୍ବରୁ ଆପଣ ନିଜର କାରବାର କରିନିଅନ୍ତୁ। ସେହିପରି ବ୍ୟାଙ୍କ ଛୁଟି ରହିଲେ ଏଟିଏମରେ ମଧ୍ୟ ପ୍ରଭାବ ପଡ଼ିପାରେ। ତେଣୁ ଏଟିଏମ କାରବାର ମଧ୍ୟ ସାରି ଦିଅନ୍ତୁ। ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ। ସୂଚନା ଅନୁଯାୟୀ ୧୨ ତାରିଖ ସେକେଣ୍ଡ ସଟର ଡେ, ୧୩ ତାରିଖ ରବିବାର, ୧୪ ତାରିଖ ଜନ୍ମାଷ୍ଟମୀ  ଏବଂ ୧୫ ତାରିଖରେ […]

bank

bank

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 10:46 PM IST

Sports

Latest News

ଭୁବନେଶ୍ୱର: ଆଗକୁ ଲଗାତାର ୪ ଦିନ ଧରି ବ୍ୟାଙ୍କ ଛୁଟି ରହିବ। ତେଣୁ ଏହା ପୂର୍ବରୁ ଆପଣ ନିଜର କାରବାର କରିନିଅନ୍ତୁ। ସେହିପରି ବ୍ୟାଙ୍କ ଛୁଟି ରହିଲେ ଏଟିଏମରେ ମଧ୍ୟ ପ୍ରଭାବ ପଡ଼ିପାରେ। ତେଣୁ ଏଟିଏମ କାରବାର ମଧ୍ୟ ସାରି ଦିଅନ୍ତୁ। ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ। ସୂଚନା ଅନୁଯାୟୀ ୧୨ ତାରିଖ ସେକେଣ୍ଡ ସଟର ଡେ, ୧୩ ତାରିଖ ରବିବାର, ୧୪ ତାରିଖ ଜନ୍ମାଷ୍ଟମୀ  ଏବଂ ୧୫ ତାରିଖରେ ସ୍ୱାଧୀନତା ଦିବସ ଛୁଟି ପଡ଼ୁଛି ।  ତେଣୁ ବ୍ୟାଙ୍କ ୧୬ ତାରିଖ ଅର୍ଥାତ ବୁଧବାର ଖୋଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos