ଗଛରେ ପିଟି ହେଲା ବସ୍‌, ୪ ଗୁରୁତର

bus1

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭାରସାମ୍ୟ ହରାଇ ଗଛରେ ପିଟିଲା ବସ୍‌। ଏଥିରେ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ମାଲକାନଗିରି ଜିଲ୍ଲାରେ ଘଟିଛି।

bus2

ଆଜି ଏହି ଦୁର୍ଘଟଣା ଘଟିଛି। ଏହି ସରକାରୀ ବସ୍‌ଟି ମାଲକାନଗିରିରୁ ଭବାନୀପାଟଣା ଯାଉଥିବା ବେଳେ ପାଙ୍ଗାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।

bus3

 

Previous ArticleNext Article

Send this to a friend