୪ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଟ୍ରେନ୍‌ରେ କଟି ୪ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ପାନପୋଷ ରେଳ ଷ୍ଟେସନରୁ କିଛି ଦୂରରେ। ମୃତକଙ୍କ ଘର ଛତିଶଗଡ ଭିଲାଇ ଅଞ୍ଚଳରେ ଓ ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।  ସୂଚନା ଅନୁଯାୟୀ, କିଛି କାଉଡିଆ ଭୁବନେଶ୍ୱର-ରାଉରକେଲା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ରେ ଯାଇ ଝାରସୁଗୁଡା ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇ ବେଦବ୍ୟାସ ପୀଠରେ ଶିବଙ୍କ ମସ୍ତକରେ ପାଣି ଢାଳିବା ପାଇଁ ଚାଲି ଚାଲି ଯାଉଥିଲେ। […]

rkl

rkl

Ordigital Desk
  • Published: Monday, 13 August 2018
  • Updated: 13 August 2018, 10:25 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଟ୍ରେନ୍‌ରେ କଟି ୪ ଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ପାନପୋଷ ରେଳ ଷ୍ଟେସନରୁ କିଛି ଦୂରରେ। ମୃତକଙ୍କ ଘର ଛତିଶଗଡ ଭିଲାଇ ଅଞ୍ଚଳରେ ଓ ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। 

ସୂଚନା ଅନୁଯାୟୀ, କିଛି କାଉଡିଆ ଭୁବନେଶ୍ୱର-ରାଉରକେଲା ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ରେ ଯାଇ ଝାରସୁଗୁଡା ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇ ବେଦବ୍ୟାସ ପୀଠରେ ଶିବଙ୍କ ମସ୍ତକରେ ପାଣି ଢାଳିବା ପାଇଁ ଚାଲି ଚାଲି ଯାଉଥିଲେ। ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଯାଉଥିବା ବେଳେ ଏକ ଟ୍ରେନ୍‌ ସାମାନଙ୍କୁ ଧକ୍କା ଦେଇଥିଲା।

ମୃତକମାନେ ଯାଜୁପର ଜିଲ୍ଲାରେ ରହି କାମ କରୁଥିଲେ ବୋଲି ଜଣାପଡ଼ିଛି।

https://www.youtube.com/watch?v=yOEWz7SnyTk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story