ଚତୁର୍ଥ ଦିନରେ ବାନା ବାବା ଆଶ୍ରମ ଉଚ୍ଛେଦ

କୋର୍ଣାକ: କୋର୍ଣାକ ଦର୍ଶନୀବନ୍ତରେ ଚତୁର୍ଥ ଦିନରେ ବାନାବାବାଙ୍କ ଆଶ୍ରମରେ ଜବରଦଖଲ ଉଚ୍ଛେଦ ଚାଲିଛି। ଆଜି ଆଶ୍ରମର ମୁଖ୍ୟ ଅଟ୍ଟାଳିକାକୁ ଭଙ୍ଗାଯାଉଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ସରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶାନ୍ତିଶୃଙ୍ଖଳାସହ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଜବରଦଖଲ ଉଚ୍ଛେଦବେଳେ  କୌଣସି  ଅଘଟଣ  ଆଶଙ୍କାରେ  ଦୁଇଜଣ ଆଇଆଇସି,୬ ପ୍ଲାଟୁନଫୋର୍ସ ଓ ୮୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଜବରଦଖଲ ଉଚ୍ଛେଦ କରି ନିଜ ଦଖଲକୁ ନେଇଥିବା […]

bana-baba

bana-baba

Rakesh Mallick
  • Published: Monday, 06 June 2016
  • Updated: 06 June 2016, 10:03 AM IST

Sports

Latest News

କୋର୍ଣାକ: କୋର୍ଣାକ ଦର୍ଶନୀବନ୍ତରେ ଚତୁର୍ଥ ଦିନରେ ବାନାବାବାଙ୍କ ଆଶ୍ରମରେ ଜବରଦଖଲ ଉଚ୍ଛେଦ ଚାଲିଛି। ଆଜି ଆଶ୍ରମର ମୁଖ୍ୟ ଅଟ୍ଟାଳିକାକୁ ଭଙ୍ଗାଯାଉଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଉଚ୍ଛେଦ କାର୍ଯ୍ୟ ସରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶାନ୍ତିଶୃଙ୍ଖଳାସହ ଏହି ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଜବରଦଖଲ ଉଚ୍ଛେଦବେଳେ  କୌଣସି  ଅଘଟଣ  ଆଶଙ୍କାରେ  ଦୁଇଜଣ ଆଇଆଇସି,୬ ପ୍ଲାଟୁନଫୋର୍ସ ଓ ୮୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ଜବରଦଖଲ ଉଚ୍ଛେଦ କରି ନିଜ ଦଖଲକୁ ନେଇଥିବା ଜମିରେ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ ପାଇଁ ନିଅଁ ଖୋଳାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story