କୁହୁଡ଼ି ହେଲା କାଳ; ଓଲଟି ପଡ଼ିଲା ବସ୍‌

nn

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁ‌ଆର କାତୁଳିକନାରେ ଏକ ଯାତ୍ରୀବାହୀ ବସ୍‌ ଆଜି ସକାଳ ପ୍ରାୟ ୬ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚମ୍ପୁଆ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ରରୁଆଁଗୋଡ଼ା ଓ କାତୁଳିକନା ଗାଁର ବୋଲି ଜଣାପଡ଼ିଛି। କୁହୁଡି ଯୋଗୁଁ  ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଉଛି।

ତପସ୍ୱନୀ ବସ୍‌ ରରୁଆଁଗୋଡ଼ାରୁ ଯୋ଼ଡ଼ା ଅଭିମୁଖେ ଯାଉଥିଲା ବେଳେ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଥିଲା। ବସ୍‌ରେ ୩୦ ଜଣ ଯାତ୍ରୀ ଥିଲେ।

 

Previous ArticleNext Article

Send this to a friend