ଝାଡ଼ାବାନ୍ତିରେ ୫୦ ଆକ୍ରାନ୍ତ

କୋଣାର୍କ (ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ୫୦ରୁ ଅଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡ଼ା ପଞ୍ଚାୟତ ବରେନ୍ଦ୍ରପୁର ଗାଁରେ।  ଆକ୍ରାନ୍ତମାନଙ୍କୁ ନିକଟସ୍ଥ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ କିଛି ଲୋକ ଘରକୁ ଫେରିଛନ୍ତି। ୧୫ରୁ ଅଧିକ ଆକ୍ରାନ୍ତ ଏବେବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

 

Previous ArticleNext Article

Send this to a friend