ଝାଡ଼ାବାନ୍ତିରେ ୫୦ ଆକ୍ରାନ୍ତ

<p>କୋଣାର୍କ (ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ୫୦ରୁ ଅଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡ଼ା ପଞ୍ଚାୟତ ବରେନ୍ଦ୍ରପୁର ଗାଁରେ।&nbsp; ଆକ୍ରାନ୍ତମାନଙ୍କୁ ନିକଟସ୍ଥ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ କିଛି ଲୋକ ଘରକୁ ଫେରିଛନ୍ତି। ୧୫ରୁ ଅଧିକ ଆକ୍ରାନ୍ତ ଏବେବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।</p> <p>&amp;nbsp;</p>

Ordigital Desk
  • Published: Tuesday, 01 May 2018
  • Updated: 01 May 2018, 09:25 AM IST

Sports

Latest News

<p>କୋଣାର୍କ (ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ୫୦ରୁ ଅଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡ଼ା ପଞ୍ଚାୟତ ବରେନ୍ଦ୍ରପୁର ଗାଁରେ।&nbsp; ଆକ୍ରାନ୍ତମାନଙ୍କୁ ନିକଟସ୍ଥ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ କିଛି ଲୋକ ଘରକୁ ଫେରିଛନ୍ତି। ୧୫ରୁ ଅଧିକ ଆକ୍ରାନ୍ତ ଏବେବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos