କାଳବୈଶାଖୀ ଓ ବଜ୍ରପାତ ନେଲାଣି ୫୧ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୋଇଥିବା କାଳବୈଶାଖୀରେ ଏପ୍ରିଲ ୧ରୁ ଏର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ଘଟିଲାଣି। ବିଶେଷ କରି ବଜ୍ରପାତରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାଳବୈଶାଖୀରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଛନ୍ତି।
ସେହିପରି ୬ଟି ଜିଲ୍ଲାରୁ ଫସଲ କ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ସେହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ। ଏହି ଜିଲ୍ଲାରେ ସର୍ବାଧିକ  ଫସଲ ନଷ୍ଟ ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି,“ଏହି ୭ଟି ଜିଲ୍ଲାରେ ୨୬ ହଜାର ୮୯୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ସୁବର୍ଣ୍ଣପୁରରେ ୯୨୩ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି। ସେହିପରି କାଳବୈଶାଖୀରେ ୫୬୧ଟି ଘର ନଷ୍ଟ ହୋଇଛି।”

Ordigital Desk
• Published: Monday, 14 May 2018
• Updated: 14 May 2018, 04:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୋଇଥିବା କାଳବୈଶାଖୀରେ ଏପ୍ରିଲ ୧ରୁ ଏର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ଘଟିଲାଣି। ବିଶେଷ କରି ବଜ୍ରପାତରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାଳବୈଶାଖୀରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଛନ୍ତି।
ସେହିପରି ୬ଟି ଜିଲ୍ଲାରୁ ଫସଲ କ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ସେହି ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ। ଏହି ଜିଲ୍ଲାରେ ସର୍ବାଧିକ  ଫସଲ ନଷ୍ଟ ହୋଇଛି।

ମନ୍ତ୍ରୀ ଆହୁରି କହିଛନ୍ତି,“ଏହି ୭ଟି ଜିଲ୍ଲାରେ ୨୬ ହଜାର ୮୯୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ସୁବର୍ଣ୍ଣପୁରରେ ୯୨୩ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି। ସେହିପରି କାଳବୈଶାଖୀରେ ୫୬୧ଟି ଘର ନଷ୍ଟ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos