୫ଟି ସହରକୁ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରିବାକୁ ଦାବି କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାରେ ରାଜ୍ୟର ୫ ଟି ସହରକୁ ସାମିଲ କରାଯିବା ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଗାଇଡ଼ଲାଇନ୍ ଅନୁସାରେ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟିର ମାନଦଣ୍ଡ ପୂରଣ କରୁଥିବା ସହର ଭାବେ ଆଗରେ ରହିଛନ୍ତି। ଶହେ ପଏଣ୍ଟ ମାନଦଣ୍ଡରୁ ଭୁବନେଶ୍ୱର ୭୦ ଓ ରାଉରକେଲା ୬୧.୮ ପଏଣ୍ଟ ପାଇଛି। କଟକ, ବ୍ରହ୍ମପୁର ଓ ସମ୍ୱଲପୁର ୬୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେବେ ସମସ୍ତ […]

bhubaneswar

bhubaneswar

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 08:48 AM IST

ଭୁବନେଶ୍ୱର: ସ୍ମାର୍ଟ ସିଟି ଯୋଜନାରେ ରାଜ୍ୟର ୫ ଟି ସହରକୁ ସାମିଲ କରାଯିବା ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଗାଇଡ଼ଲାଇନ୍ ଅନୁସାରେ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟିର ମାନଦଣ୍ଡ ପୂରଣ କରୁଥିବା ସହର ଭାବେ ଆଗରେ ରହିଛନ୍ତି। ଶହେ ପଏଣ୍ଟ ମାନଦଣ୍ଡରୁ ଭୁବନେଶ୍ୱର ୭୦ ଓ ରାଉରକେଲା ୬୧.୮ ପଏଣ୍ଟ ପାଇଛି। କଟକ, ବ୍ରହ୍ମପୁର ଓ ସମ୍ୱଲପୁର ୬୦ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେବେ ସମସ୍ତ ୫ଟି ଯାକ ସହରକୁ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ନେଇ ଜୁଲାଇ ୩୧ ତାରିଖ ସୁଦ୍ଧା କେନ୍ଦ୍ର ନିକଟରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story