ବିସ୍କୁଟ ଖାଇ କନ୍ୟାଶ୍ରମର ୬ ଛାତ୍ରୀ ଅସୁସ୍ଥ

banai

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଉଲସୁରେଇ କନ୍ୟାଶ୍ରମର ଛାତ୍ରୀମାନେ ବିସ୍କୁଟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି।  ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

Previous ArticleNext Article

Send this to a friend