ପୂଜା ତନାଘନା: ୨ ନାବାଳକ ସମେତ ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଲା ସ୍ପେଶାଲ୍ ସ୍କ୍ୱାଡ୍‌

ଭୁବନେଶ୍ୱର: ପୂଜା ପୂର୍ବରୁ କମିସନରେଟ ପୋଲିସର ତନାଘନା ଆରମ୍ ହୋଇଯାଇଛି। ଅପରେସନ୍ ଅପରାଧୀ ଧର ଜରିଆରେ ୨ ଜଣ ନାବାଳକ ସମେତ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସ୍ପେଶାଲ୍ ସ୍କ୍ୱାଡ ଧରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ବାଇକ୍ ଓ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ମାମଲା ରହିଛି। ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍ ଓ ଅନେକ ଡକାୟତି ମାମଲାରେ ଏମାନେ ସଂପୃକ୍ତ ଥିଲେ। ଗତ […]

Criminal bbsr

Criminal bbsr

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 02:57 PM IST

Sports

Latest News

ଭୁବନେଶ୍ୱର: ପୂଜା ପୂର୍ବରୁ କମିସନରେଟ ପୋଲିସର ତନାଘନା ଆରମ୍ ହୋଇଯାଇଛି। ଅପରେସନ୍ ଅପରାଧୀ ଧର ଜରିଆରେ ୨ ଜଣ ନାବାଳକ ସମେତ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସ୍ପେଶାଲ୍ ସ୍କ୍ୱାଡ ଧରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ବାଇକ୍ ଓ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ମାମଲା ରହିଛି। ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍ ଓ ଅନେକ ଡକାୟତି ମାମଲାରେ ଏମାନେ ସଂପୃକ୍ତ ଥିଲେ।

ଗତ କିଛିଦିନ ତଳେ ପୋଲିସ ରାଜଧାନୀରୁ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଗିରଫ କରିଥିଲା। ତା’ ଠାରୁ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ପୂଜା ସମୟ ପାଖେଇ ଆସିଥିବାରୁ ଏମାନେ ବିଭିନ୍ନ ଡକାୟତି କରିବାକୁ ଯୋଜନା କରିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story