୪ ଓ ୬ ବର୍ଷ ପରେ ପୁଣି ଜଣେ ୭ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୋଗ

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଏଥର ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୭ ବର୍ଷିୟା ଝିଅ। ତିନିମୁହାଣି ଅଂଚଳରେ ଏହି ନାବାଳିକାକୁ ଯୌନ ଉତ୍ପୀଡନ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଭଦ୍ରକ ଅଂଚଳର ବୋଲି ଜଣାପଡିଛି। ୧୦ ଟଙ୍କା ଦେବା ବାହାନାରେ ଅଭିଯୁକ୍ତ ପିଲାଟିକୁ ପାଖକୁ ଡାକି ଏଭଳି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି।</p>

Ordigital Desk
  • Published: Sunday, 22 April 2018
  • Updated: 22 April 2018, 06:07 PM IST

Sports

Latest News

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଏଥର ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୭ ବର୍ଷିୟା ଝିଅ। ତିନିମୁହାଣି ଅଂଚଳରେ ଏହି ନାବାଳିକାକୁ ଯୌନ ଉତ୍ପୀଡନ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଭଦ୍ରକ ଅଂଚଳର ବୋଲି ଜଣାପଡିଛି। ୧୦ ଟଙ୍କା ଦେବା ବାହାନାରେ ଅଭିଯୁକ୍ତ ପିଲାଟିକୁ ପାଖକୁ ଡାକି ଏଭଳି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos