୮୬୯ କୋଟି ଟଙ୍କା ଖର୍ଚ୍ଚ କରିବ ଓଡ଼ିଶା ମିନେରାଲ୍ ବିଅରିଂ ଏରିଆ ଡେଭଲପମେଣ୍ଟ୍ କର୍ପୋରେସନ୍

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ଓ ସିଇସିଙ୍କର ପରାମର୍ଶ କ୍ରମେ ଓଡ଼ିଶା ମିନେରାଲ୍ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ୍ ଖର୍ଚ୍ଚ କରିବ ୮୬୯ କୋଟି ଟଙ୍କ।। ଏହି ଟଙ୍କ। ୮ଟି ଜିଲ୍ଲାରେ ଖର୍ଚ୍ଚ ହେବ। ଖର୍ଚ୍ଚ ପାଇଁ ଗାଇଡ ଲାଇନ୍ ପ୍ରସ୍ତୁତ କରାଯାଇଥିଲା। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ଗାଇଡ୍ ଲାଇନରେ ଆବଶ୍ୟକ ପରିବର୍ତ୍ତନ ପାଇଁ କୁହାଯାଇଥିଲା। କର୍ପୋରେସନର ମ୍ୟାନେଜିଂ ଡାଇରେକ୍ଟର ତଥା ପିସିସିଏଫ୍ ଏଥିରେ ଯୋଗ ଦେଇଥିଲେ। ୮ଟି  ଜିଲ୍ଲାରୁ […]

mukhyasachiba

mukhyasachiba

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 02:16 AM IST

Sports

Latest News

ଭୁବନେଶ୍ୱର: ସୁପ୍ରିମକୋର୍ଟ ନିର୍ଦ୍ଦେଶ ଓ ସିଇସିଙ୍କର ପରାମର୍ଶ କ୍ରମେ ଓଡ଼ିଶା ମିନେରାଲ୍ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ୍ ଖର୍ଚ୍ଚ କରିବ ୮୬୯ କୋଟି ଟଙ୍କ।। ଏହି ଟଙ୍କ। ୮ଟି ଜିଲ୍ଲାରେ ଖର୍ଚ୍ଚ ହେବ। ଖର୍ଚ୍ଚ ପାଇଁ ଗାଇଡ ଲାଇନ୍ ପ୍ରସ୍ତୁତ କରାଯାଇଥିଲା। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ଗାଇଡ୍ ଲାଇନରେ ଆବଶ୍ୟକ ପରିବର୍ତ୍ତନ ପାଇଁ କୁହାଯାଇଥିଲା। କର୍ପୋରେସନର ମ୍ୟାନେଜିଂ ଡାଇରେକ୍ଟର ତଥା ପିସିସିଏଫ୍ ଏଥିରେ ଯୋଗ ଦେଇଥିଲେ। ୮ଟି  ଜିଲ୍ଲାରୁ ମିଳୁଥିବା ଆଡିସନାଲ ଏନପିଭିର ୫୦ ଭାଗ ଅର୍ଥ କର୍ପୋରେସନକୁ ପ୍ରଦାନ କରାଯାଇଛି। ଏହି ଅର୍ଥ ୮ଟି ଜିଲ୍ଲାରେ ସମାନୁପାତିକ ଭାବେ ଖର୍ଚ୍ଚ ହେବ। ଅନୁଗୁଳ, ଢେଙ୍କ।ନାଳ, କେନ୍ଦୁଝର, ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ କୋରାପୁଟ ଜିଲ୍ଲାରେ ଏହି ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story