ବ୍ୟସ୍ତ ହେବୁନି ମା’, ରାତି ୯ ପୂର୍ବରୁ ବସ୍ ଚଢ଼ି ଘରକୁ ଫେରିବି...

ଭଦ୍ରକ, (ଓଡ଼ିଶା ରିପୋର୍ଟର): ବ୍ୟସ୍ତ ହେବୁନି ମା’ ।  ରାତି ୯ ପୂର୍ବରୁ ବସ୍ ଚଢ଼ି ଘରକୁ ଫେରିବି। ସେଦିନ ଏମିତି କିଛି କଥା ଫୋନ୍‌ରେ କହିଥିଲା ପୁଅ। ହେଲେ ୩ଦିନ ହେଲା ପୁଅର କିଛି ଖୋଜ୍ ଖବର ନାହିଁ। ପରୀକ୍ଷା ଫଳ ଖରାପ ହେବାରୁ ଘରଛାଡ଼ି ପଳାଇଥିବା ପୁଅର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।  ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏ ସମ୍ପର୍କରେ ଅଭିଯାଗ ହୋଇଛି। ଭଦ୍ରକ ନଳାଙ୍ଗ ନିକଟସ୍ଥ […]

dipu

dipu

Rakesh Mallick
  • Published: Friday, 23 March 2018
  • Updated: 23 March 2018, 10:33 PM IST

Sports

Latest News

ଭଦ୍ରକ, (ଓଡ଼ିଶା ରିପୋର୍ଟର): ବ୍ୟସ୍ତ ହେବୁନି ମା’ ।  ରାତି ୯ ପୂର୍ବରୁ ବସ୍ ଚଢ଼ି ଘରକୁ ଫେରିବି। ସେଦିନ ଏମିତି କିଛି କଥା ଫୋନ୍‌ରେ କହିଥିଲା ପୁଅ। ହେଲେ ୩ଦିନ ହେଲା ପୁଅର କିଛି ଖୋଜ୍ ଖବର ନାହିଁ। ପରୀକ୍ଷା ଫଳ ଖରାପ ହେବାରୁ ଘରଛାଡ଼ି ପଳାଇଥିବା ପୁଅର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।  ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏ ସମ୍ପର୍କରେ ଅଭିଯାଗ ହୋଇଛି।

ଭଦ୍ରକ ନଳାଙ୍ଗ ନିକଟସ୍ଥ ଆର୍‌ଏନ୍‌ ବେତରା ପଞ୍ଚାୟତର ପଦ୍ମପୋଖରୀ ଗ୍ରାମର ଅନନ୍ତ ଦାଶ ଓ ଆରତୀ ଦେବୀଙ୍କ ବଡ଼ ପୁଅ ଆଦିତ୍ୟ କୁମାର ଓରଫ ଦିପୁ । ବୟସ ୧୫ ବର୍ଷ ହେବ। ଚଳିତ ବର୍ଷ ସେ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେଇଥିଲେ। ଗତ ୨୧ ମାର୍ଚ୍ଚରେ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପରୀକ୍ଷାରେ କମ୍‌ ନମ୍ବର ଆସିଥିବାରୁ ଆଦିତ୍ୟଙ୍କ ମନ ଦୁଖଃ ହୋଇଯାଇଥିଲା। ଫଳ ପ୍ରକାଶ ଦିନ ଆଦିତ୍ୟ ନିଜ ସ୍କୁଲ୍‌ ଶିକ୍ଷକଙ୍କୁ  ଦେଖା କରିବାକୁ କହି ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।

ସନ୍ଧ୍ୟା ପ୍ରାୟ ୭.୩୦ ବେଳେ ଅଜଣା ବ୍ୟକ୍ତିଙ୍କ ମୋବାଇଲ୍‌ରୁ ଘରକୁ କଲ୍‌ କରିଥିଲେ ଆଦିତ୍ୟ। ମା’ ସହ କଥା ହୋଇ  ରାତି ୯ଟା ସୁଦ୍ଧା ଘରକୁ ଫେରିଆସିବାକୁ କହିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ  ତାଙ୍କ ପରିବାର ଲୋକେ  ଆଦିତ୍ୟ ପଢ଼ୁଥିବା ସ୍କୁଲ ଶିକ୍ଷକଙ୍କୁ ଏ ବିଷୟରେ ପଚାରି ବୁଝିଥିଲେ।

ଆଦିତ୍ୟ ତାଙ୍କ ପାଖକୁ ଆସିନାହିଁ ବୋଲି ଶିକ୍ଷକମାନେ କହିଥିଲେ। ଏ ନେଇ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପୋଲିସ୍‌ରେ ଏତଲା ଦେଇଥିଲେ। ତେବେ କେହି ସହୃଦୟ ବ୍ୟକ୍ତି ଆଦିତ୍ୟଙ୍କ ସୂଚନା ପାଇଲେ ୯୨୪୭୪୧୨୪୯୬ କିମ୍ବା ୭୫୦୩୮୮୭୯ ନମ୍ବରରେ ଜଣାଇବାକୁ ଅନୁରୋଧ କରିଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story