ଡୋପଟେଷ୍ଟରେ ଧରାପଡିଲେ ଭାରୋତ୍ତୋଳକ ଘାସିରାମ ଖରା

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଡୋପଟେଷ୍ଟରେ ଧରାପଡି ସେସ୍&zwnj;ପେଣ୍ଡ ହୋଇଛନ୍ତି ଉଦୀୟମାନ ଯୁବ ଭାରୋତ୍ତୋଳକ ଘାସିରାମ ଖରା।&nbsp; ତାଙ୍କୁ ସସ୍&zwnj;ପେଣ୍ଡ କରିଛି ନ୍ୟସନାଲ ଆଣ୍ଟି ଡୋପିଂ ଏଜେନ୍ସି। ୫୦ କିଲୋ ବର୍ଗରେ ବିଶାଖାପାଟଣାରେ ଅନୁଷ୍ଠିତ ସବ୍ ଜୁନିୟର ୱେଟଲିଫ୍ଟିଂ ଚାମ୍ପିୟନସିପ୍&zwnj;ରେ ୩ଟି ସିଲଭର ମେଡାଲ ଜିତିଥିଲେ ଘାସିରାମ। ଫେବୃୟାରୀ ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଆୟୋଜିତ ହୋଇଥିଲା ଏହି ଚାମ୍ପିୟନସିପ୍ । ପ୍ରତ୍ୟେକ ପ୍ରତିଯୋଗୀଙ୍କ ଡୋପ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ହେଲେ ଘାସିରାମଙ୍କ ପରିସ୍ରା ନମୁନା ପରୀକ୍ଷା ପରେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏ ପଜିଟିଭ ରିପୋର୍ଟ ମିଳିଛି। ୭ ଦିନ ମଧ୍ୟରେ ବି-ସାମ୍ପଲ ଟେଷ୍ଟ କରିବା ପାଇଁ କୁହାଯାଇଛି। ଏଥିରେ ବିଫଳ ହେଲେ ନିଲମ୍ବନ ସହ ୫୦ ହଜାର ଟଙ୍କା ଜରିମାନା ହେବା ନେଇ ସୂଚନା ଦେଇଛନ୍ତି ଓଡିଶା ୱେଟ୍ ଲିଫ୍ଟିଂ ଆସୋସିଏସନ ସମ୍ପାଦକ ନାରାୟଣ ସାହୁ। ସେପଟେ ଘାସିରାମଙ୍କୁ ଫସାଇ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ହଷ୍ଟେଲ କୋଚ ଓ ଖେଳାଳୀମାନେ। ଘାସିରାମ ବ୍ରହ୍ମପୁର ଷ୍ଟାଡିୟମସ୍ଥିତ ସ୍ପୋର୍ଟସ ହଷ୍ଟେଲରେ ଟ୍ରେନିଂ ନେଉଥିଲେ।</p>

Ordigital Desk
  • Published: Sunday, 08 April 2018
  • Updated: 08 April 2018, 07:40 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos