ମାଟି ଅତଡ଼ା ଧସି ଚାଷୀ ମୃତ

death

ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଚଢ଼େଇମରା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାଟି ଅତଡ଼ା ଖସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁଣ୍ଡାସାହିର  ଫାବିଆନ ଟପ୍ନୋ। ଆଜି ସକାଳ ପ୍ରାୟ ୬ଟା ବେଳେ ଫାବିଆନ ଜମିରେ ମାଟି ଖୋଳିବା ସମୟରେ ଅତଡ଼ା ଧସି ତାଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend