୩ ବର୍ଷ ପୁରିନି, ଚିକିତ୍ସା ପାଇଁ ଦରକାର ୩ ଲକ୍ଷ

ବଲାଙ୍ଗିର(ସସ୍ମିତା ସାହୁ): ହସିବା ଖେଲିବା ବୟସରେ ଜୀବନ ସହ ସଂଗ୍ରାମ କରୁଛି ଅଢେଇ ବର୍ଷର ଶିଶୁ । ଛୋଟ ଛୁଆଟିର ଦୁଃଖ ଭରା କାନ୍ଦ ଶୁଣିଲେ ବାପା ମା’ଙ୍କ ଛାତି ଫାଟି ଯାଉଛି । ଠିକ୍‌ ଭାବେ କଥା କହିପାରୁ ନ ଥିବା ଏହି  ଅଢେଇ ବର୍ଷର ଶିଶୁ କାନ୍ଦି କାନ୍ଦି ସତେ ଯେପରି ନିଜ ବାପା ମା’ଙ୍କୁ କହୁଛି, ‘ଶୀଘ୍ର ମତେ ରୋଗ ଦାଉରୁ ରକ୍ଷା କର’। ବଲାଙ୍ଗିର ସହର ସତ୍ୟନାରାୟଣ ପଡ଼ାର ରମଣୀ ରଂଜନଙ୍କ […]

beta

beta

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 08:56 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ହସିବା ଖେଲିବା ବୟସରେ ଜୀବନ ସହ ସଂଗ୍ରାମ କରୁଛି ଅଢେଇ ବର୍ଷର ଶିଶୁ । ଛୋଟ ଛୁଆଟିର ଦୁଃଖ ଭରା କାନ୍ଦ ଶୁଣିଲେ ବାପା ମା’ଙ୍କ ଛାତି ଫାଟି ଯାଉଛି । ଠିକ୍‌ ଭାବେ କଥା କହିପାରୁ ନ ଥିବା ଏହି  ଅଢେଇ ବର୍ଷର ଶିଶୁ କାନ୍ଦି କାନ୍ଦି ସତେ ଯେପରି ନିଜ ବାପା ମା’ଙ୍କୁ କହୁଛି, ‘ଶୀଘ୍ର ମତେ ରୋଗ ଦାଉରୁ ରକ୍ଷା କର’।

ବଲାଙ୍ଗିର ସହର ସତ୍ୟନାରାୟଣ ପଡ଼ାର ରମଣୀ ରଂଜନଙ୍କ ଗୋଟିଏ ବୋଲି ପୁଅ। ବହୁ ପୂଜାପାଠ ପରେ ଅଢେଇ ବର୍ଷ ତଳେ ପୁଅଟିଏ ଜନ୍ମ ହୋଇଥିଲା  ଖୁସିରେ ବାପା ମାଁ ନାଁ ଦେଇଥିଲେ ଅଂଶୁମାନ । ଅଂଶୁମାନକୁ ଯେତେବେଲେ ୬ ମାସ, ସେ ହଠାତ ଅସୁସ୍ଥ ହୋଇ ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ତାକୁ ହୃଦରୋଗ ହୋଇଥିବା ଜଣାପଡିଥିଲା । ରାୟପୁରର ସତ୍ୟସାଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯାଉଥିବା ଶୁଣିବା ପରେ ବାପା ମା’ ଦୁହେଁ ସେଇଠିକୁ ଦୌଡିଲେ । ସେଠାରେ କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା । ଦୁଇବର୍ଷ ପରେ ଆସିବାକୁ କହିଲେ ଡାକ୍ତର।  କିନ୍ତୁ ଧୀରେ ଧୀରେ ଅଂଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଲା। ଘରୋଇ ହସିପିଟାଲରେ ଅପରେସନ କରିବା ପାଇଁ ନିଷ୍ପତ୍ତି ହେଲା।

ରାଇସ ମିଲରେ କାମ କରୁଥିବା ରମଣୀଙ୍କ ପାଇଁ ଅପରେସନ ବାବଦକୁ ୩ ଲକ୍ଷ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇପଡିଛି।  ନିଜ ପୁଅର ଚିକିତ୍ସା ପାଇଁ ସେ ସହୟତା ଲାଗି ହାତ ପତାଉଛନ୍ତି। ବଲାଙ୍ଗିରର ଏକ  ସ୍ୱେଚ୍ଛାସେବୀ ସଂଗଠନ ଓ ସିଡିଏମ୍‌ଓ ଅଂଶୁମାନର ଚିକିତ୍ସା ପାଇଁ ଅର୍ଥ ସାହାଯ୍ୟ କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story