ଇଞ୍ଜେକ୍‌ସନ୍ ନେଲା ଜୀବନ

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ବାଲିକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କ୍ୱାକ୍‌ର ଇଞ୍ଜେକ୍‌ସନ୍‌ରେ ୧୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବ୍ରତ। ସୂଚନା ଅନୁସାରେ, ସୁବ୍ରତଙ୍କୁ ଜ୍ୱର ହେବାରୁ ଆଜି ସକାଳେ ତାଙ୍କ ବାପା ମେଘନାନ୍ଦ ଗାଁରେ ମେଡିସିନ୍ ଷ୍ଟୋର କରିଥିବା କୋଲକତାର ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସୁବତ୍ରଙ୍କୁ କ୍ୱାକ୍‌ ଇଞ୍ଜେକ୍‌ସନ୍‌ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ୍‌ ନେବାର ଦଶରୁ ପନ୍ଦର […]

death 1

death 1

Rakesh Mallick
  • Published: Sunday, 15 July 2018
  • Updated: 15 July 2018, 02:33 PM IST

Sports

Latest News

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ବାଲିକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କ୍ୱାକ୍‌ର ଇଞ୍ଜେକ୍‌ସନ୍‌ରେ ୧୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବ୍ରତ।

ସୂଚନା ଅନୁସାରେ, ସୁବ୍ରତଙ୍କୁ ଜ୍ୱର ହେବାରୁ ଆଜି ସକାଳେ ତାଙ୍କ ବାପା ମେଘନାନ୍ଦ ଗାଁରେ ମେଡିସିନ୍ ଷ୍ଟୋର କରିଥିବା କୋଲକତାର ଇନ୍ଦ୍ରଜିତ୍‌ ବିଶ୍ୱାସଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସୁବତ୍ରଙ୍କୁ କ୍ୱାକ୍‌ ଇଞ୍ଜେକ୍‌ସନ୍‌ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ୍‌ ନେବାର ଦଶରୁ ପନ୍ଦର ମିନିଟ୍ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।  ସୁବତ୍ରଙ୍କ ପାଟିରୁ ଫେଣ ବାହାରିବାରୁ ତାଙ୍କୁ ସଙ୍ଗେସଙ୍ଗେ ରାଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story