ଦିନେ ଝିଅ ଦେଇଥିଲେ, ଆଜି ଜୀବନ ନେଇଗଲେ

<p>ବଣାଇ( ଓଡ଼ିଶା ରିପୋର୍ଟର): ଦିନେ ଯାହା ହାତରେ ନିଜ ଝିଅକୁ ଟେକିଦେଇଥିଲେ ସେଇ ହାତରେ ଆଜି ଝିଅ ମୁଣ୍ଡରୁ ସିନ୍ଦୁର ପୋଛିଦେଲେ। ଏମିତି ବାପାଙ୍କ କଥା ଶୁଣି ଆପଣ ଘାବରେଇ ଯିବେଣି। ଘଟଣା ଶୁଣି ଆପଣଙ୍କ ଲୋମମୂଳ ବି ଟାଙ୍କୁରିବଣି। ଅବସ୍ୟ କଥାଟି ବି ସେମିତି। ଯାହାକୁ ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ ହେବ। ଜାଣିଛନ୍ତି, ଘଟଣାଟି ହେଉଛି ଆମ ରାଜ୍ୟର।</p> <p>ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗାଁରେ ଶଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ରାଗିଯାଇ ଶଶୁର ଘରକୁ ଆସିଥିବା ଜ୍ୱାଇଁ ପୁଅଙ୍କୁ ଯମଲୋକ ଯିବାକୁ ପଡିଛି। ମୃତକ ଜଣକ ହେଉଛନ୍ତି ରାଜୁ ସିଂ। ଅଭିଯୁକ୍ତ&nbsp;ଶଶୁର ଫୁଲ ସିଂକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Friday, 16 March 2018
  • Updated: 16 March 2018, 12:08 PM IST

Sports

Latest News

<p>ବଣାଇ( ଓଡ଼ିଶା ରିପୋର୍ଟର): ଦିନେ ଯାହା ହାତରେ ନିଜ ଝିଅକୁ ଟେକିଦେଇଥିଲେ ସେଇ ହାତରେ ଆଜି ଝିଅ ମୁଣ୍ଡରୁ ସିନ୍ଦୁର ପୋଛିଦେଲେ। ଏମିତି ବାପାଙ୍କ କଥା ଶୁଣି ଆପଣ ଘାବରେଇ ଯିବେଣି। ଘଟଣା ଶୁଣି ଆପଣଙ୍କ ଲୋମମୂଳ ବି ଟାଙ୍କୁରିବଣି। ଅବସ୍ୟ କଥାଟି ବି ସେମିତି। ଯାହାକୁ ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ ହେବ। ଜାଣିଛନ୍ତି, ଘଟଣାଟି ହେଉଛି ଆମ ରାଜ୍ୟର।</p><p>ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗାଁରେ ଶଶୁରର ଟାଙ୍ଗିଆ ଚୋଟରେ ଜ୍ୱାଇଁର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ରାଗିଯାଇ ଶଶୁର ଘରକୁ ଆସିଥିବା ଜ୍ୱାଇଁ ପୁଅଙ୍କୁ ଯମଲୋକ ଯିବାକୁ ପଡିଛି। ମୃତକ ଜଣକ ହେଉଛନ୍ତି ରାଜୁ ସିଂ। ଅଭିଯୁକ୍ତ&nbsp;ଶଶୁର ଫୁଲ ସିଂକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos