ରାଞ୍ଚିର ସୁପାରୀ କିଲର୍‌ ରାଉରକେଲାରୁ ଗିରଫ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଞ୍ଚର ଜଣେ ସୁପାରୀ କିଲରକୁ ଧରିଛି ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ। ରାଉରକେଲାରୁ ତାକୁ ଗିରଫ କରାଯାଇଛି। ଗିରଫ ସୁପାରୀ କିଲର୍‌ ନାଁ ଫିରୋଜ ଖାଁ।

ଫିରୋଜଙ୍କ ନାଁରେ ଏକାଧିକ ମାମଲା ରହିଛି ।  ଫିରୋଜ  ଦୀର୍ଘଦିନହେବ ରାଉରକେଲାରେ ଲୁଚି ରହିଥିଲେ।

 

Previous ArticleNext Article

Send this to a friend