ଚା’ କରୁଥିଲେ, ଦେହରେ ନିଆଁ ଲାଗିଗଲା

ଆନନ୍ଦପୁର(ମୁନ୍ନା ସିଂ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁର ବଙ୍ଗାଳି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଜୟ ଗୋପାଳ ସୁରଙ୍କ ଝିଅ ଝୁନୁ  ଗ୍ୟାସ୍‌ରେ ଚା’ କରୁଥିବା ସମୟରେ ହଠାତ୍ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ୱୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଛନ୍ତି।  ତାଙ୍କ ଶରୀରର ୯୦ ଭାଗ  ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି।

burn

burn

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 10:17 AM IST

Sports

Latest News

ଆନନ୍ଦପୁର(ମୁନ୍ନା ସିଂ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁର ବଙ୍ଗାଳି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଜୟ ଗୋପାଳ ସୁରଙ୍କ ଝିଅ ଝୁନୁ  ଗ୍ୟାସ୍‌ରେ ଚା’ କରୁଥିବା ସମୟରେ ହଠାତ୍ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ୱୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଛନ୍ତି।  ତାଙ୍କ ଶରୀରର ୯୦ ଭାଗ  ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos