ଯୁବତୀଙ୍କୁ ରାସ୍ତାରେ ଅଟକାଇ ଏସିଡ୍ ଢାଳି ଦେଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯୁବତୀଙ୍କ ଉପରକୁ ହୋଇଛି ଏସିଡ୍ ମାଡ଼। ବାଲେଶ୍ୱର ଜିଲ୍ଲାରେ ଘଟିଛି ଏହି ଘଟଣା। ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୋଲିସ ଲାଇନ୍ ଛକରେ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ଏସିଡ୍ ମାଡ଼ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଏସିଡ୍ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ କିଛି […]

accidattack

accidattack

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 10:32 AM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯୁବତୀଙ୍କ ଉପରକୁ ହୋଇଛି ଏସିଡ୍ ମାଡ଼। ବାଲେଶ୍ୱର ଜିଲ୍ଲାରେ ଘଟିଛି ଏହି ଘଟଣା। ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୋଲିସ ଲାଇନ୍ ଛକରେ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ଏସିଡ୍ ମାଡ଼ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଛନ୍ତି।

ପୂର୍ବ ଶତ୍ରୁତାରୁ ଏହି ଏସିଡ୍ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ଗୁରୁତର ଅବସ୍ଥା ଯୁବତୀ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story