ଆଡପ ମଣ୍ଡପରେ ଚତୁର୍ଦ୍ଧାମୁରତୀଙ୍କ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ: ଗୁଣ୍ଡିଚା ମନ୍ଦିର ଆଡପ ମନ୍ଦିରରେ ତିନି ଠାକୁର ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଡପ ମନ୍ଦିରରେ ଶ୍ରୀଜିଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ମଙ୍ଗଳ ଆଳତୀ ସରିବା ପରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜନ୍ମବେଦୀରେ ତିନି ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ୱା ଧାଡି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ଼ ଦେଇ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରକୁ […]

puri

puri

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 03:29 PM IST

Sports

Latest News

ପୁରୀ: ଗୁଣ୍ଡିଚା ମନ୍ଦିର ଆଡପ ମନ୍ଦିରରେ ତିନି ଠାକୁର ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଡପ ମନ୍ଦିରରେ ଶ୍ରୀଜିଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ମଙ୍ଗଳ ଆଳତୀ ସରିବା ପରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଜନ୍ମବେଦୀରେ ତିନି ଠାକୁରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ୱା ଧାଡି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ଼ ଦେଇ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରକୁ ଛଡ଼ାଯାଉଛି। ସେପଟେ ଅପରାହ୍ନରେ ବାହାରିଛି ପ୍ରଥମ ଆଡ଼ପ ଅଭଡ଼ା। ଜନ୍ମବେଦୀରେ ମହାପ୍ରଭୂଙ୍କ ମହାପ୍ରସାଦ ପାଇବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି। ମହା ଅନନ୍ଦରେ ଭକ୍ତମାନେ ଅଭଡା ପାଉଥିବା ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ଶରଧାବାଲିରୁ ତିନି ଠାକୁରଙ୍କ ସହ ସୁଦର୍ଶନ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପ୍ରଥମେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ଏବଂ ସୁଦର୍ଶନ ପହଣ୍ଡିରେ ଆସିଥିଲେ । ପରେ ବଡ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଜନ୍ମବେଦୀକୁ ପହଣ୍ଡିରେ ଆସିଥିଲେ । ଶେଷରେ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ଗହଳିରେ ଢଳି ଢଳି ଗୋଟି ପହଣ୍ଡି ପକାଇ ବିଜେ କରିଥିଲେ । ପହଣ୍ଡି ବିଜେ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ରୀତିନୀତି ସରିବା ପରେ ଆଜି ସକାଳ ସାଢେ଼ ଦଶଟାରୁ ଦର୍ଶନ ଆରମ୍ଭ ହୋଇଛି।

୧୮ ତାରିଖ ରଥଯାତ୍ରାରେ ତିନି ଠାକୁର ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ । ନିର୍ଦ୍ଧାରିତ ସମୟରେ ରଥଟଣା ହୋଇ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ତେବେ ବଡ଼ଶଙ୍ଖଠାରେ ଦର୍ପଦଳନ ଓ ବଳଗଣ୍ଡି ଛକରେ ନନ୍ଦିଘୋଷ ଅଟକିଥିଲା। ପରଦିନ ଭକ୍ତମାନେ ଦେବଦଳନ ଓ ନନ୍ଦିଷୋଷ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରକୁ ଆଣିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story