ବାପାଙ୍କ ପାଇଁ ପୁଅକୁ ହୋଇଥିଲା ଅପହରଣ, ୪ ଦିନ ପରେ ଖସିଆସିଲା

<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବକେୟା ଟଙ୍କାକୁ ନେଇ ପୁଅକୁ ଅପହରଣ। ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସି ଆସିଲେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ନିଖୋଜ ଥିଲେ। ଏନେଇ ଖୋଜାଖୋଜି କରି ନପାଇବା ପରେ ତାଙ୍କ ପରିବାର ପକ୍ଷରୁ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲା।</p> <p>ଗତକାଲି ଅଜୟ ହଠାତ୍&zwnj; ଘରକୁ ଫେରିଥିଲେ ଏବଂ ତାଙ୍କୁ ଅପହରଣ କରାଯିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ।&nbsp; ଏମିତିକି ତାଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡ ମରାଯାଇଥିବା ଚିହ୍ନ ମଧ୍ୟ ଥିବା ଦେଖାଇଥିଲା।&nbsp; ଏନେଇ ପରିବାର ଲୋକ ଜାଣିବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ।&nbsp; ତେବେ ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Monday, 19 March 2018
  • Updated: 19 March 2018, 08:09 AM IST

Sports

Latest News

<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବକେୟା ଟଙ୍କାକୁ ନେଇ ପୁଅକୁ ଅପହରଣ। ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସି ଆସିଲେ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ନିଖୋଜ ଥିଲେ। ଏନେଇ ଖୋଜାଖୋଜି କରି ନପାଇବା ପରେ ତାଙ୍କ ପରିବାର ପକ୍ଷରୁ କବିସୂର୍ଯ୍ୟନଗର ଥାନାରେ ଏତଲା ଦିଆଯାଇଥିଲା।</p><p>ଗତକାଲି ଅଜୟ ହଠାତ୍&zwnj; ଘରକୁ ଫେରିଥିଲେ ଏବଂ ତାଙ୍କୁ ଅପହରଣ କରାଯିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ଲୋକଙ୍କ ନିକଟରେ ଅଭିଯୋଗ କରିଥିଲେ।&nbsp; ଏମିତିକି ତାଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡ ମରାଯାଇଥିବା ଚିହ୍ନ ମଧ୍ୟ ଥିବା ଦେଖାଇଥିଲା।&nbsp; ଏନେଇ ପରିବାର ଲୋକ ଜାଣିବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ।&nbsp; ତେବେ ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos