ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ପରେ ପ୍ରଶାନ୍ତ ନନ୍ଦ କ’ଣ କହୁଛନ୍ତି ଶୁଣନ୍ତୁ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କୁ ମନୋନୀତ କରାଯାଇଛି। ଏନେଇ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ପ୍ରଶାନ୍ତ ନନ୍ଦ କହିଛନ୍ତି-&ldquo;ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଯାହା ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ସନ୍ତୋଷଜନକ ଭାବେ ପାଳନ କରିବାକୁ ଚେଷ୍ଟା କରିଛି।&rdquo;</p> <p>ସେ କ&rsquo;ଣ କହିଛନ୍ତି ଭିଡିଓରେ ଶୁଣନ୍ତୁ।</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 06:24 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କୁ ମନୋନୀତ କରାଯାଇଛି। ଏନେଇ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ପ୍ରଶାନ୍ତ ନନ୍ଦ କହିଛନ୍ତି-&ldquo;ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଯାହା ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ସନ୍ତୋଷଜନକ ଭାବେ ପାଳନ କରିବାକୁ ଚେଷ୍ଟା କରିଛି।&rdquo;</p><p>ସେ କ&rsquo;ଣ କହିଛନ୍ତି ଭିଡିଓରେ ଶୁଣନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos